Download Now Banner

This browser does not support the video element.

ରାୟଗଡା: ଜାଗା ଚିହ୍ନଟ ସରିଛି ହେଲେ ନିର୍ମାଣ ହେଉନି ନୂତନ ବସଷ୍ଟାଣ୍ଡ, ରାସ୍ତାଉପରେ ରହୁଛି ଘଣ୍ଟାଘଣ୍ଟା ଧରି ବସ ଲୋକେ ହେଉଛନ୍ତି ହଇରାଣ #janasamsya

Rayagada, Rayagada | Sep 12, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ରେ ବସଷ୍ଟାଣ୍ଡ ନଥିବା ଫଳରେ ଲୋକେ ହଇରାଣ ହେବାର ଦେଖିବାକୁ ମିଳିଛି। ଯାଗା ଚିହ୍ନଟ ସରିଛି।ପରିବହନ ବିଭାଗ କୁ ପଟ୍ଟା ବି ହସ୍ତାନ୍ତର ହୋଇଯାଇଛି।ହେଲେ ସରକାର ନିର୍ମାଣ ର ନା ଗନ୍ଧ ବି ହେଉଚନ୍ତି ହଇରାଣ।
Read More News
T & CPrivacy PolicyContact Us