This browser does not support the video element.
ଢେଙ୍କାନାଳ ସଦର: ଷଡ଼ଙ୍ଗୀ ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ଆସିଥିବା ସାର ବାଟମାରଣା ଅଭିଯୋଗ
Dhenkanal Sadar, Dhenkanal | Aug 6, 2025
ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଷଡଙ୍ଗୀ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ସାର ବାଟମାରଣା ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।,ସୂଚନା ଅନୁଯାୟୀ ଗତ ଦୁଇ ତିନି ଦିନ ଧରି ଚାଷୀମାନେ ଷଡଙ୍ଗୀ କୃଷି ସମବାୟ ସମିତି କୁ ସାର କ୍ରୟ ପାଇଁ ଯାଇଥିବା ବେଳେ ଦାୟିତ୍ଵରେ ଥିବା କର୍ମଚାରୀ ସାର ନଥିବା ଦର୍ଶାଇ ଚାଷୀଙ୍କୁ ଫେରେଇ ଦେଇଥିଲେ । କିନ୍ତୁ ସାର ଅନ୍ୟତ୍ର ଚାଲାଣ ହେଉଥିବା ଭିଡ଼ିଓ ଆଜି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରୁ ଚାଷୀ ଅସନ୍ତୋଷ ଦେଖାଦେଇଛି।