This browser does not support the video element.
ଝାରସୁଗୁଡା: କୁରେମାଲ ଲାଇନ ହୋଟେଲ ବ୍ରିଜ ନିକଟରେ ଦୁର୍ଘଟଣା
Jharsuguda, Jharsuguda | Sep 13, 2025
ଜାତୀୟ ରାଜପଥ -୪୯ ରେଙ୍ଗାଲି ଥାନା ଅନ୍ତର୍ଗତ କୁରେମାଲ ଲାଇନ ହୋଟେଲ ବ୍ରିଜ ନିକଟରେ ଦୁର୍ଘଟଣା l ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି l ଏକ ବାଲି ବୋଝେଇ ହାଇୱା ସହ ଲୁହା ସ୍ପଞ୍ଜ ଆଇରନ ବୋଝେଇ ଟ୍ରକ ଧକ୍କା ହୋଇଛି l ଉଭୟ ଗାଡି ର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି l ଉଦ୍ଧାର କାର୍ଯ୍ୟ ରାତି ୨ ଟା ୩୦ ଯାଏଁ ଚାଲିଥିବା ଆଜି ଶନିବାର ସକଳ ୮ ଟା ରେ ସୁଚନା ମିଳିଛି l