Download Now Banner

This browser does not support the video element.

ବାଣପୁର: ତରାପି ସୋରଣ ରାସ୍ତା ରୁ ଗଞ୍ଜେଇ ଜବତ,ଜଣେ ଗିରଫ

Banapur, Khordha | Sep 8, 2025
ଆଜି ସନ୍ଧ୍ୟା ୬ ଟା ସମୟରେ ଗିରଫ କରିଛି ଟାଙ୍ଗୀ ପୋଲିସ, ଅଭିଯୁକ୍ତ ର ନାମ ପ୍ରହଲାଦ ବେହେରା, ଘର ଜରିପଡା ଗ୍ରାମରେ ବୋଲି ଜଣା ପଡିଛି,
Read More News
T & CPrivacy PolicyContact Us