Download Now Banner

This browser does not support the video element.

ତଲସରା: ଜରଙ୍ଗଲୋଇ ଓ ବରଙ୍ଗାକଛାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ଜନ ଆରୋଗ୍ୟ ସମିତି ବୈଠକ ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟ

Talasara, Sundargarh | Aug 25, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବରଙ୍ଗାକଛାର ଓ ଜରଙ୍ଗଲୋଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ଆଜି ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଉଭୟ କାର୍ଯ୍ୟକ୍ରମରେ ବଡ଼ଗାଁ ର ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଡାକ୍ତରଖାନା ର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଏହା ସହ ଉଭୟ ଡାକ୍ତରଖାନା ର କର୍ମଚାରୀ ମାନଙ୍କୁ ଠିକ ସମୟରେ ଡ଼ାକ୍ତରଖାନା ଆସିବାକୁ ତାଗିଦ୍ କରିଦେଲେ।
Read More News
T & CPrivacy PolicyContact Us