Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଜାତୀୟ କ୍ଷୁଦ୍ର ସଞ୍ଚୟ ସଭ୍ୟ ସଂଘ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଭାଗବତ କଲ୍ୟାଣ ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ, ଯୋଗଦେଲେ ବିଧାୟକ

Bhadrak Rural, Bhadrak | Aug 24, 2025
ଜାତୀୟ କ୍ଷୁଦ୍ର ସଞ୍ଚୟ ସଭ୍ୟ ସଂଘ ଭାରତ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଆଜି ଭଦ୍ରକ ସହରାଞ୍ଚଳ ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ।ଭଣ୍ଡାରିପୋଖରୀ ବିଧାୟକଙ୍କ ଯୋଗଦାନ।ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଅନେକ କଥା ଆଲୋଚନା କରିଛନ୍ତି ବିଧାୟକ ସଂଜୀବ କୁମାର ମଲ୍ଲିକ। ତେବେ ବିଧାୟକଙ୍କ ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦ ଓ ସଂଘର ଭଦ୍ରକ ଶାଖାର ସଭାପତି ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us