Download Now Banner

This browser does not support the video element.

ନୂଆପଡା: ବର୍ଷାକୁ ଦୃଷ୍ଟିରେ ରଖି ୨୮ ତାରିଖ ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Nuapada, Nuapada | Aug 27, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ପାଇଁ ୨୮ ତାରିଖ ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଜିଲ୍ଲାଲୁ ୟେଲୋ ୱର୍ନିଙ୍ଗ କରାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଘଡଘଡି, ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଏହା ସହ ଘଂଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଦିନ ଗୋଟାଏ ସମୟରେ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us