This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବୀର ସୁରେନ୍ଦ୍ର ସାଏ ଯୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (VSSUT) ର 16 ତମ ସମାବର୍ତନ ଉତ୍ସବ ଆସନ୍ତାକାଲି ହେବ ଅନୁଷ୍ଠିତ, ସୂଚନା
Sambalpur M, Sambalpur | Sep 12, 2025
ବୀର ସୁରେନ୍ଦ୍ର ସାଏ ଯୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (VSSUT) ର 16 ତମ ସମବର୍ତନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି l ଏ ନେଇ ଆଜି ସକାଳ 10 ଟା ସୂଚନା ମିଳିଛି l ପ୍ରମୁଖ ଟେକ୍ନିକାଲ୍ ଇନଷ୍ଟିଟ୍ୟୁଟ ଦେଶର ପ୍ରାଚୀନତମ ଇଞ୍ଜିନିୟରିଂ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ l ଏହି ଉତ୍ସବରେ ଇଞ୍ଜିନିୟରିଂ, ସାଇନ୍ସ, ଆର୍କିଟେକ୍ଚର୍, କମ୍ପୁଟର୍ ଆପଲିକେସନ୍ସ ଓ ବିଭିନ୍ନ ଶାଖାରେ ଅଣ୍ଡର୍ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଏବଂ ଡକ୍ଟରେଟ ଡିଗ୍ରୀ ଦିଆଯିବ। ଏହାସହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପଦକ ଏବଂ ସମ୍ମାନ ପ୍ରଦାନ କରାଯିବ। ଏହି ଉତ୍ସବରେ ଓଡ଼ିଶା ରାଜ୍ୟପାଳ