This browser does not support the video element.
ଝାରସୁଗୁଡା: କୁର୍ମିପଡା ପୂଜା କମିଟି ପକ୍ଷରୁ ଗଜାନନଙ୍କ ଭଷାଣି ଯାତ୍ରା ଅନୁଷ୍ଠିତ
Jharsuguda, Jharsuguda | Sep 13, 2024
ବିଦାୟ ନେଲେ ବିଘ୍ନ ବିନାଶକ ଗଜାନନ l ବେଲପାହାଡ଼ କୁର୍ମିପଡା ପକ୍ଷରୁ ଆଜି ଶୁକ୍ରବାର ଅପରାହ୍ନ 3 ଟା ରୁ ସନ୍ଧ୍ୟା 8 ଟା ଯାଏଁ ବିଘ୍ନ ବିନାଶକ ଗଜାନନଙ୍କ ଭସାଣିଯାତ୍ରା କୁ ଧୁମଧାମ ରେ କରାଯାଇଛି l କୁର୍ମିପଡା ଠାରେ ସମ୍ପୂର୍ଣ ରୀତିନୀତି ଏବଂ ଧୁମଧାମରେ ଗଣେଶ ଚତୁର୍ଥୀ ଠାରୁ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯିବାସହ ଆଜି ସନ୍ଧ୍ୟା ପ୍ରାୟ 8 ଟା ରେ ଲେଲେର ଜୋର ରେ ବିସର୍ଜନ କରାଯାଇଛି l