This browser does not support the video element.
କାମାକ୍ଷାନଗର: ପରଜଙ୍ଗରେ ମିଳିତ ଗଣେଶ ଠାକୁରଙ୍କ ଭଷାଣି ଉତ୍ସବ ରବିବାର ୭ଟାରେ ଅନୁଷ୍ଠିତ
Kamakshyanagar, Dhenkanal | Sep 7, 2025
ପରଜଙ୍ଗରେ ମିଳିତ ଗଣେଶ ଠାକୁରଙ୍କ ଭଷାଣି ଉତ୍ସବ ରବିବାର ୭ଟାରେ ଅନୁଷ୍ଠିତ ।ଢେଙ୍କାନାଳ ଜିଲା ପରଜଙ୍ଗରେ ରବିବାର ମିଳିତ ଗଣେଶ ଠାକୁରଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମିଳିତ ବଜାର ତରଫରୁ ୯ଟି ମେଢ଼ ଭଷାଣି ଉତ୍ସବରେ ଯାଇଥିଲା ।ଖୁବ ଜାକଜମକରେ ଅନୁଷ୍ଠିତ ହୋଇ ଯାଇଛି ଏହି ଭଷାଣି ଉତ୍ସବ ।