This browser does not support the video element.
ଖରିଆର: ତୁକଲା ଗ୍ରାମ ବ୍ରାହ୍ମଣପଦା ସ୍ଥିତ ଅମରଜ୍ୟୋତି ସାଂସ୍କୃତିକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Khariar, Nuapada | Aug 30, 2025
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ବ୍ରାହ୍ମଣପଦା ସ୍ଥିତ ଅମରଜ୍ୟୋତି ସାଂସ୍କୃତିକ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଯୋଗଦାନ କରିଥିଲେ। ଏଥିରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ସଭାପତି ରାକେଶ କୁମାର ଦୁବେ ପ୍ରମୁଖ ମଞ୍ଚାସିନ ଥିଲେ।