Download Now Banner

This browser does not support the video element.

କଣ୍ଟାମାଳ: ଖଇରମାଲ ମହାନଦୀ ଦେଇ 5ଲକ୍ଷ 34ହଜାର କ୍ୟୁଷେକଜଳ ଜଳ ହେଉଛି ନିଷ୍କାସନ

Kantamal, Boudh (Bauda) | Sep 27, 2025
ଖଇରମାଲ ମହାନଦୀ ଦେଇ 5ଲକ୍ଷ 34ହଜାର କ୍ୟୁଷେକଜଳ ଜଳ ହେଉଛି ନିଷ୍କାସନ ଉପରେ ମୁଣ୍ଡରେ ପ୍ରବବ ବର୍ଷା ହୋଇଛି I ଫଳରେ ହୀରାକୁଦ ଡ୍ୟାମ ରେ ଜଳସ୍ତର ବୃଦ୍ଧି ପାଇଛି ଫଳରେ 16ଟି ଗେଟ ଖୋଲାଯାଇ ବନ୍ୟା ଜଳ. ନିଷ୍କାସନ ହୋଈଥିବା ବେଳେ କଣ୍ଟାମାଲ ବ୍ଲକ ମନମୁଣ୍ଡା ନିକଟରେ ଥିବା ଖଇରମାଲ ମହାନଦୀ ଦେଇ ଆଜି ସକାଳୁ 9ଘଣ୍ଟାସମୟ ରେ 5ଲକ୍ଷ 34ହଜାର କ୍ୟୁଷେକ ଜଳ ନିଷ୍କାସନ ହୋଈଥିବା ନେଇ ଆଜି ଅପରାହ୍ନ ସମୟରେ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ. ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି I ଏପଟେ ଜଳସ୍ତର ବଢୁଥିବା ଜଣାପଡୁଛି I
Read More News
T & CPrivacy PolicyContact Us