Download Now Banner

This browser does not support the video element.

ଆସିକା: ବରଗାଁ ପଞ୍ଚାୟତ ସଭାଗୃହ ଠାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Asika, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ସଭା ଗୃହ ଠାରେ ପଞ୍ଚାୟତ ସ୍ଥରୀୟ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ସରକାର ଙ୍କ ଡି.ଡି.ୟୁ.ଜି.କେ.ୟାଇ ସମେତ ବିଭିନ୍ନ ଯୋଜନା କୁ ନେଇ ଏହି ଗ୍ରାମ ସଭା ଅନୁଷ୍ଠିତ ହୋଇଥିବା ବେଳେ ଯୋଜନା କାର୍ଯ୍ୟକାରୀ ନେଇ ଲୋକଙ୍କ ଏହି ଅବସରରେ ମତାମତ ଗ୍ରହଣ କରାଯାଇଥିଲା l ଏହି ଅବସରରେ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ବହୁ କର୍ମଚାରୀ ଏବଂ ବହୁ ଏସହେଚଜି ମହିଳା,ଗ୍ରାମ ବାସୀ ପ୍ରମୁଖ ଯୋଗଦେଇଥିଲେ l
Read More News
T & CPrivacy PolicyContact Us