Install App
santoshbaral67
This browser does not support the video element.
ନିମାପଡା: ବଳଙ୍ଗା ଥାନା ଅନ୍ତର୍ଗତ ଗୋପିନାଥ ପୁର ଠାରେ ପୋଲିସର ଚଢାଉ, ବାଲି ବୋଝେଇ ହାଇୱା ଜବତ, ଥାନାରେ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି
Nimapada, Puri | Sep 5, 2025
ଆଜି ମଧ୍ୟାହ୍ନ ୧୨ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଥାନା ପୋଲିସ ପକ୍ଷରୁ ଗୋପିନାଥ ପୁର ଠାରେ ଚଢାଇ କରାଯାଇ ଗୋଟିଏ ବାଲି ବୋଝେଇ ହାଇୱା ଜବତ କରିବା ସହ ଗାଡ଼ି ଚାଳକ ନିମାପଡା ଥାନା ବିଶ୍ଵାଳ ସାହି ଗ୍ରାମର ସମୀର ବିଶ୍ଵାଳକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!