Download Now Banner

This browser does not support the video element.

ଓରିଏଣ୍ଟ: ବ୍ରଜରାଜନଗର OPM ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଶିକ୍ଷା ସଚେତନତା ପଦଯାତ୍ରା ତଥା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Orient, Jharsuguda | Sep 13, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଓପିଏମ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଣ ଶିକ୍ଷା ବିଭାଗର ନିର୍ଦେଶରେ ଗାଇଡ଼ ସୁଶ୍ରୀ ପ୍ରତିଭା ମହାପାତ୍ରଙ୍କ ନେତୃତ୍ୱରେ ଏକ ଶିକ୍ଷା ସଚେତନତା ପଦଯାତ୍ରା ତଥା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଆଜି ସକାଳ ଏଗାରଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯେଉଁମାନେ ଏପର୍ୟ୍ଯନ୍ତ ବିଦ୍ୟାଳୟକୁ ଆସିନାହାନ୍ତି କିମ୍ବା ଅଧାରେ ପଢା ଛାଡି ଦେଇଛନ୍ତି ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ସରକାର ଙ୍କର ଏକ ଅଭିନବ ପ୍ରୟାସ ଯାହା ଦ୍ୱାରା ଆଉ କେହି ନିରାକ୍ଷର ରହିବେ ନାହିଁ ତାକୁ ନେଇ ସଚେତନ
Read More News
T & CPrivacy PolicyContact Us