This browser does not support the video element.
ବରଗଡ: ଟାଉନ ପୋଲିସ ପକ୍ଷରୁ ୱାର୍ଡ ନ 1 ମାଲ ପଡ଼ାରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ପ୍ରଦାନ କରାଗଲା
Bargarh, Bargarh (Baragarh) | Sep 2, 2025
ବରଗଡ଼ ୱାର୍ଡ ନମ୍ବର 1 ମାଲ ପଡାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ | ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ଟାଉନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ତେବେ ଘଟଣାଟି କୁ ନେଇ ପୋଲିସ ର ତଦନ୍ତ ଚାଲିଛି | ମାଲ ପଡାରେ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି | ଲୋକେ ଦେଖିବା ପରେ ପୋଲିସକୁ ଜଣାଇଥିଲେ | ତେବେ ପ୍ରକୃତ ଘଟଣାଟି କଣ ଏବଂ ଏହା ହତ୍ୟା କି କଣ ତାହାକୁ ନେଇ ପୋଲିସ ବର୍ତମାନ ତଦନ୍ତ ଆରମ୍ଭ କରିଛି ।