This browser does not support the video element.
ବିଞ୍ଝାରପୁର: ମା ବିରଜାଙ୍କର ପୀଠରେ ଅଷ୍ଟମ ଦିନରେ ରଥଯାତ୍ରା ଆରମ୍ଭ ,ମା ଙ୍କ ରଥକୁ ଟାଣିଲେ ହଜାର ହଜାର ଭକ୍ତ
Binjharpur, Jajpur | Sep 29, 2025
ମା ବିରଜାଙ୍କର ପୀଠରେ ଅଷ୍ଟମ ଦିନରେ ରଥଯାତ୍ରା ଆରମ୍ଭ ,ମା ଙ୍କ ରଥକୁ ଟାଣିଲେ ହଜାର ହଜାର ଭକ୍ତ l ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ମହାଷ୍ଟମୀ ଅବସର ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଞ୍ଚଳ। ଆଜି ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଛି । ଆଜି ମାଙ୍କ ଚଳନ୍ତି ପ୍ରତିମାକୁ ଘଣ୍ଟଘଣ୍ଟା ହୁଳୁହୁଳି ବଜାଇ ରଥକୁ କରାଯାଇଥିଲା l ଏହା ପରେ ରଥରେ ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ରଥା ଟଣା କାର୍ଯ୍ୟ ଆରମ୍ଭ ହେଇଛି । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ରଥ ଦଉଡି ଧରିଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।