This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଇନ୍ଦ୍ରାବତୀ-ନବରଙ୍ଗପୁର ରାସ୍ତା ହେବ ପ୍ରଶସ୍ତିକରଣ,ମାଝୀଗୁଡା ରୁ ଆରମ୍ଭ ହେଲା ଜମି ଚି଼ହ୍ନଟ ପ୍ରକ୍ରିୟା
Nabarangapur PS, Nabarangpur | Sep 10, 2025
ଇନ୍ଦ୍ରାବତୀ-ନବରଙ୍ଗପୁର ରାସ୍ତା ହେବ ପ୍ରଶସ୍ତିକରଣ,ମାଝୀଗୁଡା ରୁ ଆରମ୍ଭ ହେଲା ଜମି ଚି଼ହ୍ନଟ ପ୍ରକ୍ରିୟା ନବରଙ୍ଗପୁର -ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ପ୍ରଶସ୍ଥିକରଣ ହେବ। ଏଣୁ ରାସ୍ତାର ମଧ୍ୟ ଭାଗରୁ ଉଭୟ ପଟେ ୩୩ ଫୁଟ ଲେଖାଏଁ ଖାଲି କରାଯିବ । ଏହି ପରିପ୍ରେକ୍ଷୀରେ ରାଜସ୍ବ ବିଭାଗ ପକ୍ଷରୁ ଜମି ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ନବରଙ୍ଗପୁର ସହର ଉପକଣ୍ଠ ମାଝଗୁଡା ଠାରୁ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଆରମ୍ଭ ହୋଇଥିଵା ଦେଖିବାକୁ ମିଳିଛି । ବର୍ତ୍ତମାନ ମାଝୀଗୁଡା ଠାରୁ ନରସିଂହ ଗୁଡା ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଛି ।