Download Now Banner

This browser does not support the video element.

ନର୍ଲା: ନର୍ଲା ରୋଡ ହାଇସ୍କୁଲରେ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳନ ଯୋଗଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ।

Narala, Kalahandi | Sep 9, 2025
ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ରେ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳନ ଅବସରରେ ବିଇଓ ତପିମଣି ଜାନୀଙ୍କ ମାର୍ଗଦର୍ଶନରେ ବ୍ଲକସ୍ତରୀୟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ଠାରୁ ଅନୁଷ୍ଠିତ ଶୋଭାଯାତ୍ରା ରେ ପ୍ରଧାନଶିକ୍ଷକ ବିଶ୍ବମ୍ବର ଭୋଇ,ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର,CRCC ହେମନ୍ତ ସାହୁ,ଫିରୋଜ ପଧାନ,କ୍ଷୀରସିନ୍ଧୁ ବାଗ,ସଂସ୍କୃତ ଶିକ୍ଷକ ସୁବାଷ ଚନ୍ଦ୍ର ବରାଡ, ଶାରୀରିକ ଶିକ୍ଷକ ନାରାୟଣ ପଧାନ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ।
Read More News
T & CPrivacy PolicyContact Us