Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସହର ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପବିତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Kabisuryanagar, Ganjam | Sep 5, 2025
ପବିତ୍ର ଗୁରୁଦିବସରେ କବିସୂର୍ଯ୍ୟନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରିୟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଗୁରୁ ଙ୍କୁ ମନେ ପକାଇ ଭାବ ବିହୁଳ ହେଲେ ବିଧାୟକ,ନିଜ ପିତା ଜଣେ ଶିକ୍ଷକ ଥିବା ବେଳେ ସେ ଜଣେ ଗୁରୁ ଙ୍କ ଭାବନା ଆଉ ଗୁରୁ ଙ୍କ କଷ୍ଟ କୁ ମନେ ପକାଇ ସାମଜରେ ଗୁରୁଙ୍କ ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା କହିଛନ୍ତି, ଅନ୍ୟପଟେ ପୂର୍ଵ ରେ ଗୁରୁଙ୍କ ପାଇଁ ଯଥେଷ୍ଟ ସନ୍ନମାନ ଥିବା ବେଳେ ବର୍ତମାନ ସମୟରେ ଗୁରୁ ଙ୍କୁ କେଉଁଠି ନା କେଉଁଠି ଅଣଦେଖା କରାଯାଉଛି ସେଥିପାଇଁ ଗୁରୁଙ୍କୁ ସନ୍ନମାନ ଦେବା ଗୁରୁତ୍ୱପୂର୍ଣ ବୋଲି କହିଛନ୍ତି ବିଧାୟକ
Read More News
T & CPrivacy PolicyContact Us