Download Now Banner

This browser does not support the video element.

ମୋହନା: ବାରହା ଦାଉରୁ ଫସଲ ସୁରକ୍ଷା ପାଇଁ ରାତି ଅନିଦ୍ରା ହୋଇ ଫସଲ ଜଗୁଛି କମଳାପୁର ଗାଁ ର ଚାଷୀ।

Mohana, Gajapati | Sep 9, 2025
ବାରହା ଦାଉରୁ ମକା ଫସଲ ସୁରକ୍ଷା ପାଇଁ ରାତି ଅନିଦ୍ରା ହୋଇ ଫସଲ ଜଗିଛି ଚାଷୀ l ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ କମଳାପୂର୍ ଗାଁର lଗତ କିଛି ଧରି ଜଙ୍ଗଲରୁ ପଲ ପଲ ବାରହା ଆସି ଚାଷୀଙ୍କ ବ୍ୟାପକ ମକା ଫସଲ ନଷ୍ଟ କରିବାରେ ଲାଗିଛି l ଫଳରେ ବାଧ୍ୟ ହୋଇ ରାତି ଅନିଦ୍ରା ହୋଇ ହାତରେ ଠେଙ୍ଗା ବଡ଼ି ଧରି ମଞ୍ଚା ଉପରେ ଜଗିଛି ଚାଷୀ l ଯାହାକୁ ନେଇ ଆଜି ରାତ୍ର ୮ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା।
Read More News
T & CPrivacy PolicyContact Us