This browser does not support the video element.
ଯାଜପୁର: ପୋଲିସର ମହାନତା,ପାଣିକୋଇଲି କଲେଜ ପଛର ବସ୍ତିରେ ରହୁଥୁବା ଜଣେ ଗୁରୁତର ରୋଗୀକୁ କଲେ ଉଦ୍ଧାର,ଚିକିତ୍ସା ପାଇଁ ଚିକିତ୍ସାଳୟରେ କଲେ ଭର୍ତ୍ତି
Jajapur, Jajpur | Sep 9, 2025
ପୋଲିସର ମହାନତା,ପାଣିକୋଇଲି କଲେଜ ପଛର ବସ୍ତିରେ ରହୁଥୁବା ଜଣେ ଗୁରୁତର ରୋଗୀକୁ କଲେ ଉଦ୍ଧାର,ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ କଲେ ଭର୍ତ୍ତି l ପାଣିକୋଇଲି କଲେଜ ପଛପଟ ଆଦିବାସୀ ସାହିରେ ଜଣେ ରୋଗୀ ଗୁରୁତର ଅବସ୍ଥାରେ ଘରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଏନଏଚଆଇ ପୋଲିସ ପେଟ୍ରୋଲିଙ୍ଗ ଅଧିକାରୀ ଅଶୋକ କୁମାର ବଳଙ୍କୁ ଖବର ଦେଇଥିଲେ l ଖବର ଶ୍ରୀ ବଳ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଗୁରୁତର ରୋଗୀଙ୍କୁ ଉଦ୍ଧାର କରିଥିଲେ l ଆମ୍ବୁଲାନ୍ସ ଡାକି ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁଫ ସଦସ୍ୟଙ୍କ ସହାୟତାରେ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ଟାଉନ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ