This browser does not support the video element.
ଟିଟିଲାଗଡ: ଲାୟନ୍ସ କ୍ଲବ ଓ ଲିଓ କ୍ଲବ ତରଫରୁ ପ୍ରଶିକ୍ଷଣ ଶିବିର - ସଂୟମ ହିଁ ଶକ୍ତି ଅଟେ
Titlagarh, Balangir | Oct 9, 2025
ଆଜିର ଦିନରେ ମଣିଷ ନିଜର ବ୍ୟସ୍ତ ବହୁଳ ଜୀବନରେ ସେ ବ୍ୟାପାର ହେଉ କି ଚାକିରି ହେଉ କାର୍ଯ୍ୟ କ୍ଷେତ୍ର ହେଉ କି ଘରେ ହେଉ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହ କିଛି କାରଣରୁ ରାଗ ବାହାରି ସମ୍ପର୍କ ଖରାପ ହୋଇ ଯାଇଥାଏ ସେ ଜାଣତରେ ହେଉ କି ଅଜାଣତରେ। ତେଣୁ ସବୁ ପରିସ୍ଥିତିରେ ନିଜକୁ କିପରି ଶାନ୍ତ ରଖିବେ ସେ ବିଷୟରେ ଏକ ପ୍ରଶିକ୍ଷଣ ଶିବିର ଲାୟନ୍ସ କ୍ଲବ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ବରେ ସ୍ଥାନୀୟ ଡି ଏନ୍ ରିସର୍ଟ୍ ଠାରେ ଗୁରୁବାର ସନ୍ଧ୍ୟାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଈର୍ଷା, ଦ୍ୱେଷ, ରାଗ ମଣିଷର ବଡ ଶତ୍ରୁ ଅଟେ। ଏହାର ବୃଦ୍ଧି ଯୋଗୁଁ ମଣିଷ ନିଜର