Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ଗଲୁଣ୍ଡା ଗ୍ରାମବାସୀ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sambalpur M, Sambalpur | Aug 26, 2025
ସମ୍ବଲପୁର ଜିଲ୍ଲା ଗଲୁଣ୍ଡା ଗ୍ରାମବାସୀ ହେଲେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାୟୀ ଏହି ଅଂଚଳ ବାସୀ ସେହି ସ୍ଥାନ ରେ ପ୍ରାୟ 30 ବର୍ଷ ହେବ ରହିଆସୁଛନ୍ତି l ପ୍ରସାସନ ତରଫରୁ ଉଛେଦ ନେଇ ନୋଟିସ ଜାରି କରାଯାଇଛି l ଏ ନେଇ ଆଜି ଦିନ 1ଟାରେ ଅଂଚଳବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us