This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଚେମ୍ବର ଅଫ କମର୍ଶ ପକ୍ଷରୁ ଜିଏସଟି ନେକଷ୍ଟ ଜେନେରେସନ କୁ ନେଇ ତପଶ୍ୱନୀ ହଲରେ ବୈଠକ ଅନୁଷ୍ଠିତ
Sambalpur M, Sambalpur | Sep 12, 2025
ସମ୍ବଲପୁର ଚେମ୍ବର ଅଫ କମର୍ଶ ପକ୍ଷରୁ ଜିଏସଟି ନେକଷ୍ଟ ଜେନେରେସନ କୁ ନେଇ ଆଜି ସନ୍ଧ୍ୟା ପ୍ରାୟ 6 ଟା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ଆରଡିସି, ଉତ୍ତରାଞ୍ଚଳ ଆଇଜି, ସମ୍ବଲପୁର ଜ଼ିଲ୍ଲାପାଳ, କମିଶନର ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଏସଟି ସରଳି କରଣକୁ ନେଇ ଆୟୋଜିତ ହୋଇଥିଲା l