Download Now Banner

This browser does not support the video element.

କେନ୍ଦ୍ରାପଡା: ଶନିବାର ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ୱାର୍ଣ୍ଣିଙ୍ଗ ।

Kendrapara, Kendrapara | Aug 22, 2025
ଶନିବାର ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ୱାର୍ଣ୍ଣିଙ୍ଗ । ଶୁକ୍ରବାର ମଧ୍ୟାହ୍ନ ବାରଟା ବେଳେ ପାଣିପାଗ ବିଭାଗ କେନ୍ଦ୍ରାପଡ଼ା ଜିଲା ପାଇଁ ଏଭଳି ସତର୍କ ସୂଚନା ଜାରି କରିଛି । ଏହି ସମୟ ମଧ୍ୟରେ ଜିଲାରେ ଗ୍ରୀଷ୍ମପ୍ରବାହ ଅବ୍ୟାହତ ରହିବ । ତିରିଶିରୁ ଚାଳିଶି କିମି ବେଗରେ ପବନ ବ‌ହିବ । କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।
Read More News
T & CPrivacy PolicyContact Us