Download Now Banner

This browser does not support the video element.

ଓରିଏଣ୍ଟ: ଜୋରାବଗା ଆଶ୍ରମ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ଲୋକେ

Orient, Jharsuguda | Sep 9, 2025
ଝାରସୁଗୁଡା ଜିଲ୍ଲା ଜୋରାବଗା ଆଶ୍ରମ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ଲୋକେ l ଆଜି ଅପରାହ୍ନ ପ୍ରାୟ ୪ ଟା ରେ ଝାରସୁଗୁଡା ଜିଲ୍ଲା ଜୋରାବଗା ର କାଉନସିଲର ଙ୍କ ସହ ଜୋରାବଗା ଆଶ୍ରମ ବିଦ୍ୟାଳୟ କମିଟି ଏବଂ ସେଠାକାର ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ତଥା ସ୍ଥାନୀୟ ଲୋକେ ଝାରସୁଗୁଡା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l
Read More News
T & CPrivacy PolicyContact Us