This browser does not support the video element.
ତଲସରା: ଲିଟିପଡା ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ
Talasara, Sundargarh | Aug 31, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତର ଲିଟିପଡା ଗ୍ରାମର ଗତ ଗଣେଶ ପୂଜା ର ବିସର୍ଜନ ଶୋଭାଯାତ୍ରା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀମାନେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ବ୍ଳକ ଛକରୁ ବାହାରି ବଡ଼ଗାଁ ବସଷ୍ଟାଣ୍ଡ ଦେଇ ବଡ଼ଗାଁ ପରିକ୍ରମା କରିଥିଲେ।ଲିଟିପଡା ଗଣେଶ ପୂଜା ପରିଚାଳନା କମିଟିର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।