This browser does not support the video element.
ଅନୁଗୋଳ: ଏନଟିପିସି ଥାନା ଅଂଚଳରେ ବିକଟାଳ ଶବ୍ଦ କରି ବୁଲେଟ ଗାଡି ଚଳାଉ ଥିବାରୁ ୮ଟି ବୁଲେଟ ଗାଡି ଜବତ
Anugul, Angul | Aug 25, 2025
ଅନୁଗୋଳ ଜିଲ୍ଲା ଏନଟିପିସି ପୋଲିସି ଏବେ ଆକ୍ସନ ମୋଡରେ ଥିବାର ଦେଖିବାକୁ ମିଳିଛି I ସୁଚନାଯେ ଗଣେଷ ପୂଜା କୁ ଆଖି ଆଗରେ ରଖି ଅନୁଗୋଳ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏନଟିପିସି ଆଇଆଇସି ସନ୍ତୋଷ କୁମାର ସେଠି ଗତକାଲି ଠାରୁ ବଜାରର ବିଭିନ୍ନ ସ୍ଥାନରେ ଚଢାଉ କରି ବେପାରୁଆ ଗାଡି ଚାଲଣା ବୁଲେଟେ ଧାରୀଙ୍କୁ ପୋଲିସି ର ଛାଟ ବାଜିଛି I ୮ ଟି ବୁଲେଟେ ଗାଡି ଦୁଇ ଦୀନ ମଧ୍ୟରେ ଜବତ କରାଯାଇଥିବା ଗାଡିର ସାଇଲେନସର ଅତ୍ୟଧିକ ଶବ୍ଦ କୁ ଜବତ କରିବା ସହ ଜୋରିମାନା କାଟି ଗାଡି ଗୁଡିକ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି I ଫଳରେ ପୋଲିସି ର ଏପରି କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜିବୀ ମହଲର