Download Now Banner

This browser does not support the video element.

ବୌଦ୍ଧ ସଦର: ଅରଖ ପଦର ଓ କୁଶଙ୍ଗ ଅଞ୍ଚଳରେ ପୋଲିସର କୋଟପା ଚଢାଉ, ବିପୁଳ ପରିମାଣର ଗୁଟଖା ଜବତ

Baudh Sadar, Boudh (Bauda) | Sep 9, 2025
ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପୋଲିସ ପକ୍ଷରୁ ଅରଖ ପଦର ଓ କୁଶଙ୍ଗ ଅଞ୍ଚଳର ବିଭିନ୍ନ ଦୋକାନରେ କୋଟପା ଆଇନ ଅନୁଯାୟୀ ଚଢାଉ କରା ଯାଇଥିଲା l ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ନିକଟରେ ବିକ୍ରି ହେଉଥିବା ବିଭିନ୍ନ ଦୋକାନରୁ ବିପୁଳ ପରିମାଣର ତମାଖୁ ଓ ଗୁଟଖା ଜବତ କରିବା ସହ କୋଟପା ଆଇନର 24 ଧାରା ଓ ଭାରତୀୟ ନ୍ୟାୟ ସଂହିତାର 292 ଦଫାରେ ମାମଲା ରୁଜୁ କରା ଯାଇଥିବା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି l
Read More News
T & CPrivacy PolicyContact Us