This browser does not support the video element.
ପୋଲସରା: ଚିରିକିପଡାଶାସନ ଗ୍ରାମ ର ଜଣେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ମନ୍ତ୍ରୀ
Polasara, Ganjam | Sep 29, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମ ଗ୍ରସ୍ତକରିଛନ୍ତି ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ ପଷୁ ସମ୍ପଦ ବିକାଶ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ସେ ଗ୍ରାମର ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ସାହୁଙ୍କ କନିଷ୍ଠ ଭ୍ରାତା ବିୟୋଗ ଖବରଶୁଣି ବାସଭବନକୁ ଯାଇ ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଥିଲେ।ଏହା ସହିତ ଗ୍ରାମର କିଛି ଲୋକଙ୍କ ସମସ୍ୟା ବିଷୟରେ ତାଙ୍କ ଠାରୁ ଶୁଣିବା ସହ ତାହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ।