This browser does not support the video element.
ଅନୁଗୋଳ: ସର୍କିଟ ହାଉସ ଠାରେ ଗଣେଶ ପୂଜା ମେଲଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Anugul, Angul | Aug 28, 2025
ଆଜି ଅନୁଗୋଳ ସର୍କିଟ ହାଉସ ଠାରେ ଆମ ଅନୁଗୋଳ ଗଣେଷ ପୂଜା ର ମେଲଣ ଉତ୍ସବ ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ମାନ୍ୟବର ବିଧାୟକ ଅନୁଗୋଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ , ଉପ ଜିଲ୍ଲାପାଳ , ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ , ସେଣ୍ଟ୍ରାଲ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ତଥା ମେଲଣରେ ସାମିଲ ହେଉଥିବା ସମସ୍ତ ପୂଜା କମିଟିର ସଦସ୍ୟ ମାନଙ୍କ ସହିତ ଥିଲେ ।ମେଲଣ ଉତ୍ସବ କୁ ସଫଳ କରିବା ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ସ୍ଥାନୀୟ ବିଧାୟକ ତଥା ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଧନ୍ୟବାଦ ଓ କୃତଜ୍