Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଦିଲ୍ଲୀ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ; ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ରଖିଲେ ନିଜ ପ୍ରତିକ୍ରିୟା
Bhubaneswar M Corp, Khordha | Sep 7, 2025
ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ସକାଳେ ସେ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସୂଚନା ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳୀୟ ସାଂସଦଙ୍କ ସହିତ ସେ କରିବେ ଆଲୋଚନା । ଗତକାଲି ପିଏସି ବୈଠକରେ ଦଳର ବରିଷ୍ଠ ନେତାଙ୍କ ମତାମତ ମାଗିଥିଲେ। ନେତାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!