This browser does not support the video element.
କୋରାପୁଟ ସହର: ଲମତାପୁଟ ମୁଖ୍ୟ ବଜାର ପାଖରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ସେବା ବନ୍ଦ୍
Koraput Town, Koraput | Aug 27, 2025
ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଲମତାପୁଟ ବ୍ଳକରେ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି। ମୁଖ୍ୟ ବଜାର ପାଖରେ ୧୧କେଭି ଏବଂ ବିଦ୍ୟୁତ ଖୁଣ୍ଟ ଉପଡି ପଡିବାରୁ ବିଦ୍ୟୁତ ସର୍ବାହ ବନ୍ଦ ହୋଇଯାଇଛି । ଆଜି ଦିନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ବନ୍ଦ ରହିଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରିଥିଲା ଟାଟା ବିଭାଗ। ଖବର ନେବାରୁ ରାତି ୮ଟା ପର୍ଯ୍ୟନ୍ତ ଅଞ୍ଚଳରେ ବିଦ୍ୟୁତ ସେବା ସ୍ଵାଭାବିକ ହୋଇନଥିବା ବେଳେ ଗୋଟିଏ ପଟେ ଲଗାଣ ବର୍ଷା ଅନ୍ୟପଟେ ଅନ୍ଧାରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।