This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଜଗନ୍ନାଥପୁର ରେ ଜଣେ ବିଜେପି କର୍ମୀଙ୍କ ଶେଷଯାତ୍ରା ରେ ଯୋଗଦେଲେ ବିଧାୟକ
Nabarangapur PS, Nabarangpur | Sep 13, 2025
ଜଗନ୍ନାଥପୁର ରେ ଜଣେ ବିଜେପି କର୍ମୀଙ୍କ ଶେଷଯାତ୍ରା ରେ ଯୋଗଦେଲେ ବିଧାୟକ ନବରଙ୍ଗପୁର ବିଧାୟକ ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ର ୧୪୮ ନୋ ବୁଥ୍ ସଭାପତି ସହଦେଵ ରୁଞ୍ଜିକର ଙ୍କ ଦେହାନ୍ତ ଖବର ଶୁଣି ସେ ତାଙ୍କ ପରିବାର ନିକଟକୁ ପହଂଚିଥିଲେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାର କୁ ସମବେଦନା ଜଣେଇଥିଲେ, ବିଧାୟକ ଙ୍କ ସହ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଥିଲେ