Download Now Banner

This browser does not support the video element.

ହିଞ୍ଜିଳି: ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ ପୁର୍ବଖଣ୍ଡ ତାଲୁକା ତରଫରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସିନେମା ହଲ ଛକରେ ଭଜନ ସନ୍ଧ୍ୟା ଅନୁଷ୍ଠିତ

Hinjili, Ganjam | Sep 20, 2025
ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ (ବଢେଇକୁଳ) ପୁର୍ବଖଣ୍ଡ ତାଲୁକା ତରଫରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସିନେମା ହଲ ଛକରେ ଦେବଶିଳ୍ପି ବିଶ୍ୱକର୍ମା ଦେବଙ୍କ ପୂଜା ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ହିଞ୍ଜିଳି ତଥା ଆଖ ପାଖ ଅଞ୍ଚଳ ଅନେକ ଭକ୍ତ ଆସି ଦର୍ଶନ ପାଇଁ ଭିଡ଼ ଲାଗିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତ ଶୃଙ୍ଖଳା ରଖିବା ପାଇ ଚେଷ୍ଟା କରାଯାଇଛି.
Read More News
T & CPrivacy PolicyContact Us