Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି

Sambalpur M, Sambalpur | Sep 2, 2025
ସମ୍ବଲପୁର ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ ଜିଲ୍ଲାରେ ଆସନ୍ତା 3ତାରିଖ ପାଇଁ ଜିଲ୍ଲା କୁ ରେଡ ୱାର୍ଣ୍ଣ ଜାରି କରାଯାଇଛି l ସେପଟେ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡଘଡି ସହ ବର୍ଷା ହେବା ସହ 30 ରୁ 40 କିଲେମିଟର ବେଗ ରେ ପବନ ବୋହିବା ନେଇ ଆଜି ଦିନ 2ଟାରେ ସୂଚନା ମିଳିଛି l
Read More News
T & CPrivacy PolicyContact Us