This browser does not support the video element.
ଅନୁଗୋଳ: ବନ୍ତଳା ଅଞ୍ଚଳରେ ଧୁମ୍ ଧାମରେ ଗଣେଶ ପୂଜା ପାଳନ
Anugul, Angul | Aug 27, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବନ୍ତଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଧୁମ୍ ଧାମରେ ଗଣେଶ ପୂଜା ପାଳନ ହେଉଛି। ଏଥିରେ ବିଭିନ୍ନ ରୀତିନୀତି ନେଇ ଗଜାନନଙ୍କ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଛି। ବିଭିନ୍ନ କମିଟି ପକ୍ଷରୁ ଧୁମ୍ ଧାମରେ ଏହି ପୂଜା ପାଳନ କରା ଯାଇଛି।