Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଦୂର୍ଗା ପୂଜା ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଆରମ୍ଭ ହେବା ନେଇ ବାରବାଟୀ ଷ୍ଟାଡିୟମ ନିକଟରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

Cuttack M Corp PS, Cuttack | Sep 5, 2025
କଟକ ସହରରେ ଦୂର୍ଗା ପୂଜା ନେଇ ଆଜିଠାରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ଆରମ୍ଭ ହୋଇଯାଇଛି। ପୂଜା ମଣ୍ଡପ, ପେଣ୍ଡାଲ, ତୋରଣ ଓ ଲାଇଟ ଗେଟ ନିର୍ମାଣ ପାଇଁ ଏହି ସିଙ୍ଗଲ ୱିଣ୍ଡୋରେ ଅନୁମତି ମିଳିବ। ସଂପୂର୍ଣ୍ଣ ଯାଞ୍ଚ ପରେ ବଡ଼ ତୋରଣ ସହ ଅନନ୍ୟ ପେଣ୍ଡାଲ ଓ ଗେଟ ପାଇଁ ଅନୁମତି ଦିଆଯିବ ବୋଲି ଶୁକ୍ରବାର ରାତି ୮ ଟା ସମୟରେ ବାରବାଟୀ ଷ୍ଟାଡିୟମ ନିକଟରେ ନିଜ ପ୍ରତିକ୍ରିୟାରେ କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ।
Read More News
T & CPrivacy PolicyContact Us