This browser does not support the video element.
ବାଣପୁର: ଆୟତ ପୁର ଗ୍ରାମରେ ରକ୍ତ ଦାନ ଶିବିର ଅନୁଷ୍ଠିତ,
Banapur, Khordha | Aug 28, 2025
ଆଜି ଦିନ ୩ ଟା ସମୟରେ ଶେଷ ହୋଇଥିଲା ରକ୍ତ ଦାନ ଶିବିର, ଯୋଗ ଦେଇଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବହୂ ଯୁବକ ସ୍ବେଛାସେବୀ ଯୋଗଦେଇ ରକ୍ତ ଦାନ କରିଥିଲେ,