Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ହୀରାକୁଦ ଲରପଙ୍କ ଅଞ୍ଚଳରୁ ନିଶା କଫ ସିରଫ ଜବତ, ଦୁଇ ଗିରଫ

Sambalpur M, Sambalpur | Sep 12, 2025
ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ହୀରାକୁଦ ଲରପଙ୍କ ଅଞ୍ଚଳରୁ ନିଶା କଫ ସିରଫ ଜବତ, ଦୁଇ ଗିରଫ l ଗିରଫ ଅଭିଯୁକ୍ତ ମାନେ ହେଲେ ହୀରାକୁଦ ବିହାରୀପଡା ର ପରମାନନ୍ଦ ମେହେର ଓ ଉତ୍ତର ପ୍ରଦେଶ କୋହ୍ଲା ଅଞ୍ଚଳର ବ୍ରିଜେଶ କୁମାର ସରୋଜ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11 ଟା ସମୟରେ ନିଶା କଫ ସିରଫ ବିକ୍ରି ଖବର ପାଇ ଅବକାରୀ ବିଭାଗ ଘଟଣାସ୍ଥଳରେ ଚଢାଉ କରି ଉଭୟଙ୍କୁ ଗିରଫ କରି ଆଜି ସନ୍ଧ୍ୟା 6 ଟା ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us