This browser does not support the video element.
କେନ୍ଦୁଝର ସହର: ବଲାଣି, ନିମତୁର, ହାୟାରପୁର ଆଦି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ମଦ, ପୋଚ ଓ ୧ ବାଇକ ଜବତ ସହ ୨ ଗିରଫ
Kendujhar Town, Kendujhar | Sep 11, 2025
ଆଜି ଚମ୍ପୁଆ, ଯୋଡା ଓ ବଡବିଲ ଅବକାରୀ ବିଭାଗ ପକ୍ଷରୁ ମୋବାଇଲ୍ ସ୍କ୍ୱାର୍ଡ,ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ବଡବିଲ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବଲାଣି ଥାନା ଅନ୍ତର୍ଗତ ବଲାଣି, ନିମତୁର, ହାୟାରପୁର ସହିତ ଝାଡଖଣ୍ଡ ରାଜ୍ୟ ସୀମାନ୍ତ କାରୋନଈ କୁଳ ଅଞ୍ଚଳରେ ମିଳିତ ଚଢାଉ କରି ବିପୁଳ ପରିମାଣରେ ମଦ, ପୋଚ ଓ ବାଇକ ଜବତ ସହ ୨ ଜଣଙ୍କୁ ଗିରଫ କରା ଯାଇଛି।