Install App
publicnewskoraput
This browser does not support the video element.
ପଟ୍ଟାଙ୍ଗୀ: ମାଳି ସୁରକ୍ଷା ସମିତି ସଦସ୍ୟ ସେମିଳିଗୁଡା ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
Pottangi, Koraput | Sep 26, 2025
ସେମିଳିଗୁଡା ପୋଲିସ ପକ୍ଷରୁ ଜଳ ଜଙ୍ଗଲ ମାଟି ପାଇଁ ଲଢେଇ କରିବାରୁ ମାଳି ସୁରକ୍ଷା ସମିତି ସଦସ୍ୟ ଉପରେ ମିଥ୍ୟା ମାମଲା କରୁଥିବା ଅଭିଯୋଗରେ ଆଜି ରାତି ୮ଟା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ଦିନରେ ଏହାର ପୁନରାବୃତ୍ତି ହେଲେ କିଛି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ସଭାପତି ବିଜୟ ଖିଲ ପ୍ରତିକ୍ରିୟା ରଖିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!