Download Now Banner

This browser does not support the video element.

ପିପିଲି: ବିରାଟ ରଣାସାପ ଯୋଗୁଁ ବାଲିଉପର ଗାଁକୁ ଯାତାୟାତ ବାଧାପ୍ରାପ୍ତ,ଲୋକେ ଭୟଭୀତ,ଲାଗିଲା ପ୍ରବଳ ଭିଡ,ସ୍ନେକହେଲ୍ପ ଲାଇନ ସାପକୁ ଉଦ୍ଧାର କଲା ।

Pipili, Puri | Mar 16, 2024
ଶନିବାର ରାତ୍ର ୧୧ ଘଟିକା ସମୟରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗର ରେଳ ଫାଟକ ସମ୍ମୁଖରେ ଚନ୍ଦ୍ରକୋଟ ସ୍ଥିତ ବାଲିଉପର ଗାଁକୁ ଯିବା ବାଟରେ ପ୍ରାୟ ୪ରୁ ୫ଫୁଟ ଲମ୍ବା ବିଶିଷ୍ଟ ଏକ ବିରାଟ ରଣାସାପ ଅନ୍ୟ ଏକ ବୋଡା ସାପକୁ ଗିଳି ବାଟରେ ଗର୍ଜ୍ଜନ କରୁଥିବା ଯୋଗୁଁ ୨ଘଣ୍ଟା ପାଇଁ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ବିରପୁରୁଷତ୍ତମପୁରରୁ ଡେଲାଙ୍ଗ ଯିବା ରାସ୍ତାର ବାଟୋଇମାନେ ଏହାକୁ ଦେଖିବାକୁ ପ୍ରବଳ ଭିଡ ଜମାଇଥିଲେ, କିଛି ସମୟ ପରେ ସ୍ନେକ help line ଆସି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାର ସୂଚନା ମିଳିଛି
Read More News
T & CPrivacy PolicyContact Us