This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଆଗରପଡ଼ା ଠାରେ NAC ଘୋଷଣା ଦାବୀ ରେ ବିଜେଡ଼ିର ୧୨ ଘଣ୍ଟିଆ ବନ୍ଦ ଓ ପ୍ରତିବାଦ ସଭା। ପ୍ରତିକ୍ରିୟା ରଖିଲେ ବିଧାୟକ
Bhadrak Rural, Bhadrak | Aug 28, 2025
ସ୍ବାଭିମାନ ସଂଗ୍ରାମ ର ଆଗରପଡା ର ହକ୍ ଓ ଅଧିକାର ପାଇଁ ଆ୧୨ ଘଣ୍ଟିଆ ବନ୍ଦ ବିଜେଡ଼ି ପକ୍ଷରୁ ଧାରଣା:- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ:- ✓ ଡଃ:- ହରେକୃଷ୍ଣ ମହତାବ ଙ୍କ ଜନ୍ମ ମାଟି ହେଉଛି ଆଗରପଡା ଆଜି ସେଇ ସଂଗ୍ରାମୀ ସନ୍ତାନ ର ଜନ୍ମଭୂମି କୁ ଅବହେଳା ଓ ଅଣଦେଖା କରିବା ସହ ସମସ୍ତ ସରକାରୀ ନିୟମାବଳୀ କୁ ପୁରଣ କରୁଥିଲେ ବି ନିଜର ଅଧିକାର ହକ୍ ମାନ୍ୟତା ରୁ ବଞ୍ଚିତ ହେଉଛି ସ୍ବାଭିମାନ ଓ ମହତାବଙ୍କ ଜନ୍ମ ମାଟି ଆଗରପଡା । ଏହାକୁ ପ୍ରତିବାଦ କରିଛି ବିଜେଡି। ତେବେ ଶୁଣନ୍ତୁ କଣ କହୁଛନ୍ତି ବିଧାୟକ।