Download Now Banner

This browser does not support the video element.

ଯାଜପୁର: ଧାମରା ଭାୟା ଯାଜପୁର ଟାଉନ ରେଳପଥ ସଂଯୋଗ ଦାବିରେ ଯାଜପୁର ଟାଉନ ମିଶନ ଶକ୍ତି ସଭା ଗୃହରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

Jajapur, Jajpur | Aug 23, 2025
ଧାମରା ଭାୟା ଯାଜପୁର ଟାଉନ ରେଳପଥ ସଂଯୋଗ ଦାବିରେ ଯାଜପୁର ଟାଉନ ମିଶନ ଶକ୍ତି ସଭା ଗୃହରେ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହେଇଯାଇଛି l ଯାଜପୁର ସହରକୁ ରେଳ ସଂଯୋଗ କେବେ ? ରେଲୱେ ବୋର୍ଡ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ମଧ୍ୟ ଯାଜପୁର ରୋଡ଼ - ଧାମରା ଭାୟା ଯାଜପୁର ଟାଉନ, ରେଳପଥ ନିର୍ମାଣ ପ୍ରତି କେନ୍ଦ୍ର ରେଳମନ୍ତ୍ରୀ ଓ ରେଳବୋର୍ଡ଼ ଅଧ୍ୟକ୍ଷଙ୍କ ଚରମ ଅବହେଳା ପ୍ରତିବାଦରେ ଆଜି ଯାଜପୁର ଟାଉନସ୍ଥିତ ମିଶନଶକ୍ତି ସଭାଗୃହରେ ଏକ ସର୍ବଦଳୀୟ ଓ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା।
Read More News
T & CPrivacy PolicyContact Us