Install App
ma.......mjmc
This browser does not support the video element.
ଚାନ୍ଦବାଲି: ବାବୁଲି ଦୀକ୍ଷିତ ମାଡ଼ଘଟଣାରେ ଚାନ୍ଦବାଲିରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ପରେ ଘଣ୍ଟେଶ୍ୱରରେ ବିଜେପିର ସାମ୍ବାଦିକ ସମ୍ମିଳନୀ
Chandabali, Bhadrak | Apr 13, 2024
ବିଜେଡି ନେତା ବାବୁଲି ଦୀକ୍ଷିତଙ୍କୁ ଆକ୍ରମଣ ଘଟଣାକୁ ନେଇ ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ପରେ ବିଜେପିର ଶନିବାର ପୂର୍ବାହ୍ନରେ ଘଣ୍ଟେଶ୍ୱର ବଜ଼ାରରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ମିତ୍ରଭାନୁ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ବିଜେଡି ନେତା ବାବୁଲି ଦୀକ୍ଷତଙ୍କ ଆକ୍ରମଣ ଘଟଣାକୁ ରାଜନୌତିକ ରୂପ ଦିଆଯାଉଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!