Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅନ୍ତର୍ଗତ ଖିଣ୍ଡା ଗ୍ରାମବାସି ହେଲେ ଜ଼ିଲ୍ଲାପାଙ୍କ ଦ୍ୱାରସ୍ଥ

Sambalpur M, Sambalpur | Sep 4, 2025
ସମ୍ବଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅନ୍ତର୍ଗତ ଖିଣ୍ଡା ଗ୍ରାମବାସି ହେଲେ ଜ଼ିଲ୍ଲାପାଙ୍କ ଦ୍ୱାରସ୍ଥ । ତଲାବିରା ୨ ଓ ୩ କୋଇଲା ଖଣି ଉତ୍ପାଦନ ହେବାର ୫ ବର୍ଷ ପୂରଣ ହେଲା ପରେ ମଧ୍ଯ ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେବା ସଙ୍ଗେସଙ୍ଗେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରକୁ ଏନଏଲସି କମ୍ପାନୀ କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ଦେଇପାରି ନାହିଁ । ଏଣୁ ଆଜି ଜ଼ିଲ୍ଲାପାଳଙ୍କ ନିକଟରେ ଖିଣ୍ଡା ଅଞ୍ଚଳବାସୀ 5 ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି l ଏହି ଦାବି ଗୁଡିକ ତୁରନ୍ତ ପୂରଣ କରାଯାଉ ନଚେତ ଆଗକୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଖିଣ୍ଡା ବାସି ଚେତାବନୀ ଦେଇଛନ୍ତି l
Read More News
T & CPrivacy PolicyContact Us