Download Now Banner

This browser does not support the video element.

କଣ୍ଟାମାଳ: ବେହେରା ପଡା ଠାରେ ଚାଲିଥିବା ରାବଣ ଦରବାର ଉଦଯାପିତ, ଯୋଗଦେଲେ କଣ୍ଟାମାଳ ବିଧାୟକ

Kantamal, Boudh (Bauda) | Oct 10, 2025
ଗୁରୁବାର ବିଳମ୍ବିତ ରାତିରେ କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ବେହେରା ପଡା ଠାରେ ମା ମାହେଶ୍ୱରୀ ପୀଠରେ ଚାଲିଥିବା ରାବଣ ଦରବାର ଉଦଯାପିତ ହୋଇ ଯାଇଛି l ଉଦଯାପନି ରାତିରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ |
Read More News
T & CPrivacy PolicyContact Us