Download Now Banner

This browser does not support the video element.

କାମାକ୍ଷାନଗର: ପଙ୍ଗାତିରା ଗାଁରେ ରବିବାର ୧୧ଟାରେ ରକ୍ତଦାନ ଶିବିର ଅନୁଷ୍ଠିତ

Kamakshyanagar, Dhenkanal | Sep 28, 2025
ପଙ୍ଗାତିରା ଗାଁରେ ରବିବାର ୧୧ଟାରେ ରକ୍ତଦାନ ଶିବିର ଅନୁଷ୍ଠିତ ।ଢେଙ୍କାନାଳ ଜିଲା ପଙ୍ଗାତିରା ଗାଁରେ ବିଜେପି ତରଫରୁ ରବିବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଅଂଚଳରୁ ଲୋକମାନେ ଆସି ରକ୍ତଦାନ କରିଥିଲେ ।
Read More News
T & CPrivacy PolicyContact Us